Jump to content

ବହୀ

ଉଇକିଅଭିଧାନ‌ରୁ

ବହୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବର୍ହ=ଇନ୍; ବର୍ହିନ୍ ଶବ୍ଦ, ୧ମା.୧ବ.)

[ସମ୍ପାଦନା]
୧. (ନାମ) କଶ୍ୟପ ଋଷିଙ୍କ ଏକ ପୁତ୍ର — ୧. Name of a son of sage Kaṡyapa.
୨. ମୟୂର —୨. Peacock.
୩. ଢଗର (ହିନ୍ଦୀ - ଶ.) —୩. Tagara (See)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେ ମୟୂର ଶିଖା ପିନ୍ଧି ଥାଏ, ବର୍ହଧାରୀ — Adorned with peacock-tail.