Jump to content

ବହୁକ

ଉଇକିଅଭିଧାନ‌ରୁ

ବହୁକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁ+କ)

[ସମ୍ପାଦନା]
୧. କର୍କଟ; କଙ୍କଡ଼ା —୧. Crab.
୨. ଅର୍କ ବା ଆକନ୍ଦ ଗଛ —୨. A plant; Asclepias Gigantea.
୩. ଦାତ୍ୟୂହ; ଡ଼ାହୁକ ପକ୍ଷୀ —୩. The white-breasted water-hen.
୪. ଜଳଖାତକ; ଯେ ପୋଖରୀ ଖୋଳେ —୪. Digger of a tank.
୫. ସୂର୍ଯ୍ୟ —୫. The sun (Apte).

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ମହର୍ଗରେ କ୍ରୀତ —Dear-brought (Apte).