Jump to content

ବହୁକର

ଉଇକିଅଭିଧାନ‌ରୁ

ବହୁକର

ଉଚ୍ଚାରଣ

[ସମ୍ପାଦନା]
(ବହୁକରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଉଷ୍ଟ୍ର —୧. Camel.
୨. ପରିଶ୍ରମୀ ବ୍ୟକ୍ତି —୨. A laborious person.
୨. ମାର୍ଜନ— କାରୀ; ଯେ ଘର ଓଳାଏ —୩. A sweeper; a cleaner.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ପରିଶ୍ରମୀ —୧. Industrious (Apte).
୨. ଅନେକପ୍ରକାରେ ଉପକାରୀ ବା ବ୍ୟବହାରଯୋଗ୍ୟ —୨. Useful in many- ways (Apte).