Jump to content

ବହୁକୂର୍ଚ୍ଚ

ଉଇକିଅଭିଧାନ‌ରୁ

ବହୁକୂର୍ଚ୍ଚ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ବହୁ+କୂର୍ଚ୍ଚ)

[ସମ୍ପାଦନା]

ମଧୁନାରିକେଳ; ଏକପ୍ରକାର ସୁସ୍ୱାଦୁ ନଡ଼ିଆ —A kind of excellent cocoanut with sweet kernel.