Jump to content

ବହୁଗନ୍ଧ

ଉଇକିଅଭିଧାନ‌ରୁ

ବହୁଗନ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବହୁ+ଗନ୍ଧ)

[ସମ୍ପାଦନା]

ତୀବ୍ରଗନ୍ଧବିଶିଷ୍ଟ, କଡ଼ା ବାସନାଯୁକ୍ତ —Strong-scented.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କୁନ୍ଦରୁଖଟି; ସୁଗନ୍ଧ ଧୂପଦ୍ରବ୍ୟବିଶେଷ — ୧. Olibanum.
୨. ତେଜପତ୍ର —୨. The cassia leaves.
୩. ଡାଳଚିନି —୩. Cinnamon.