ବହୁତୃଣ
ଦେଖଣା
ବହୁତୃଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. (ତୃଣ+ ତୁଲ୍ୟାର୍ଥରେ ବହୁ; ପୂର୍ବନିପାତ)— ତୃଣତୁଲ୍ୟ; ତୃଣ ସଦୃଶ; ତୃଣବତ୍ —୧. Like grass.
- ୨. (ବହୁବ୍ରୀହି; ବହୁ+ ତୃଣ)—ଯେଉଁ—ଠାରେ ବିଶେଷ ଘାସ ଜନ୍ମି ଥାଏ —୨. Grassy.
- ୩. ହେୟ; ତୁଚ୍ଛ —୩. Insignificant (Apte).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପଡ଼ିଆ —୧. Meadow.
- ୨. ଘାସଥିବା ଭୂମି —୨. A grassy plot of land.