Jump to content

ବହୁଦର୍ଶୀ

ଉଇକିଅଭିଧାନ‌ରୁ

ବହୁଦର୍ଶୀ

ଉଚ୍ଚାରଣ

[ସମ୍ପାଦନା]

(ବହୁଦଶକ—ଅନ୍ୟରୂପ)

(ବହୁଦର୍ଶିକା, ବହୁଦର୍ଶିନୀ—ସ୍ତ୍ରୀ) 

(ବହୁଦର୍ଶିତା—ବି)

=== ସଂସ୍କୃତ - ବିଶେଷଣ - ପୁଂ. (ବହୁ+ ଦୃଶ୍ ଧାତୁ+ କର୍ତ୍ତୃ. ଇନ୍; ୧ମା. ୧ବ)

୧. ବହୁଜ୍ଞ; ଯେ ବହୁତ ବିଷୟ ଦେଖି ଥାଏ, ଅନୁଭବୀ —୧. Experienced.
୨. ପର୍ଯ୍ୟବେକ୍ଷକ — ୨. Observant.
୩. ଜ୍ଞାନୀ —୩. Wise.
୪. କାର୍ଯ୍ୟାକାର୍ଯ୍ୟ ବିଚାରକ —୪. Prudent.