Jump to content

ବହୁପତ୍ର

ଉଇକିଅଭିଧାନ‌ରୁ

ବହୁପତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ବହୁ+ପତ୍ର)

[ସମ୍ପାଦନା]
୧. ପଲାଣ୍ଡୁ; ପିଆଜ — ୧. Onion.
୨. ଅଭ୍ରକ ଧାତୁ —୨. Mica.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ବହୁ ପତ୍ର ବା ପାଖୁଡ଼ାବିଶିଷ୍ଟ —Many-leaved polypetalous.