Jump to content

ବହୁପଦୀ

ଉଇକିଅଭିଧାନ‌ରୁ

ବହୁପଦୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବହୁ ପଜ+ଇନ୍) (ବିଜ୍ଞାନ ପରିଭାଷା)

[ସମ୍ପାଦନା]
୧. ବହୁ ଚରଣଯୁକ୍ତ —୧. Multiped-
୨. (ଗଣିତ) ବହୁରାଶିପୁଞ୍ଜଯୁକ୍ତ —୨. (mathematics) Multinomial.