Jump to content

ବହୁପୂର୍ଣ୍ଣ

ଉଇକିଅଭିଧାନ‌ରୁ

ବହୁପୂର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବହୁବ୍ରୀହି; ବହୁ+ପର୍ଣ୍ଣ)

[ସମ୍ପାଦନା]

ଅନେକ ପତ୍ର ବିଶିଷ୍ଟ; ବହୁପତ୍ର; ବହୁଦଳ —Having many leaves polypetalous.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସପ୍ତଚ୍ଛଦ ବୃକ୍ଷ; ଛତିଆନା ଗଛ —Chhatiānā (See)