Jump to content

ବହୁପ୍ରଜ

ଉଇକିଅଭିଧାନ‌ରୁ

ବହୁପ୍ରଜ

ଉଚ୍ଚାରଣ

[ସମ୍ପାଦନା]
(ବହୁ ପ୍ରଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ବହୁ+ପ୍ରଜା)

[ସମ୍ପାଦନା]
୧. ଅନେକ ସନ୍ତାନ ସନ୍ତତି ବିଶିଷ୍ଟ —୧. Having many offsprings.
୨. ବହୁ ପ୍ରଜାବିଶିଷ୍ଟ — ୨. Populous.
୩. ପଳବାନ୍; ବହୁଫଳ — ୩. Prolific.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶୂକର —୧. Hog.
୨. ମୁଞ୍ଜତୃଣ — ୨. The Munja grass.