Jump to content

ବହୁଫଳ

ଉଇକିଅଭିଧାନ‌ରୁ

ବହୁଫଳ

ଉଚ୍ଚାରଣ

[ସମ୍ପାଦନା]
(ବହୁଫଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ବହୁ+ଫଳ)

[ସମ୍ପାଦନା]
୧. ଯାହାର (ଯେଉଁ ବୃକ୍ଷର) ବହୁତ ଫଳ ଥାଏ —୧. Bearing many fruits; rich in fruits.
୨. ଉର୍ବର —୨. Fertile; fruitful; fecund.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କଦମ୍ୱ ଗଛ —୧. kadamba trees.
୨. ବିକଙ୍କତ; ଭଇଁଞ୍ଚିକୋଳି ଗୁଳ୍ମ —୨. A thorny plant bearing berries.