Jump to content

ବହୁବିତ୍

ଉଇକିଅଭିଧାନ‌ରୁ

ବହୁବିତ୍

ଉଚ୍ଚାରଣ

[ସମ୍ପାଦନା]

ବହୁବେତ୍ତା, ବହୁବିଦ୍ୟଅନ୍ୟରୂପ

ସଂସ୍କୃତ - ବିଶେଷଣ - (ବହୁ+ବିଦ୍ ଧାତୁ+କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]
୧. ବହୁଜ୍ଞ — ୧. Wise; knowledge many things.
୨. ଖୁବ୍ ପଣ୍ଡିତ — ୨. Very learned.