Jump to content

ବହୁବୀଜ

ଉଇକିଅଭିଧାନ‌ରୁ

ବହୁବୀଜ

ଉଚ୍ଚାରଣ

[ସମ୍ପାଦନା]

(ବହୁବୀଚୀ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବହୁ+ବୀଜ)

[ସମ୍ପାଦନା]

ପ୍ରଚୁର ବୀଜବିଶିଷ୍ଟ — Having many seeds.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଡ଼ାଳିମ୍ୱ — ୧. Pomagranate.
୨. ଆତୃପ୍ୟ; ଆତଫଳ — ୨. Custard apple.