Jump to content

ବହୁଭାଷୀ

ଉଇକିଅଭିଧାନ‌ରୁ

ବହୁଭାଷୀ

ଉଚ୍ଚାରଣ

[ସମ୍ପାଦନା]
(ବହୁଭାଷିଣୀ—ସ୍ତ୍ରୀ) 

(ଅଳ୍ପଭାଷୀ—ବିପରୀତ)

(ବହୁଭାଷିତା—ବି)

  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. (ବହୁ+ଭାଷ୍ ଧାତୁ=କହିବା+ କର୍ତ୍ତୃ. ଇନ; ୧ମା. ୧ବ.) ===
୧. ଗପଡ଼ୀ; ବାଚାଳ — ୧. Talkative; loquacious; garru-lous.
୨. (ବହୁ+ଭାଷା+ଇନ୍)— ଅନେକ ଭାଷାଭିଜ୍ଞ —୨. Polyglet; versed in many languages.
୩. ଯେଉଁ ଗ୍ରନ୍ଥରେ ଏକାଧିକ ଭାଷା ବ୍ୟବହୃତ ହୋଇଥାଏ —୩. Multilingual; (a book) witten in more than ୨ language.