Jump to content

ବହୁଭୁକ୍

ଉଇକିଅଭିଧାନ‌ରୁ

ବହୁଭୁକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ବହୁ+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍; ବହୁଭୁଜ୍; ୧ମ. ୧ବ.)

[ସମ୍ପାଦନା]

ଉଦରମ୍ଭର; ପେଟୁ; ଯେ ଗୁଡ଼ାଏ ଖାଏ —Greedy; voracious.