Jump to content

ବହୁମତ

ଉଇକିଅଭିଧାନ‌ରୁ

ବହୁମତ

ଉଚ୍ଚାରଣ

[ସମ୍ପାଦନା]
(ବହୁମତୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ବହୁ+ମନ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଅତି ସମାଦୃତ —୧. Highly respected or esteemed or prized.
୨. ପୂଜିତ —୨. Honoured.
୩. ବହୁଜ୍ଞାନଶାଳୀ —୩. Very wise.
୪. ଯାହାର ଅନେକ ମତ ଥାଏ —୪. Having many opinions.

ଦେଶଜ - ବିଶେଷଣ -

[ସମ୍ପାଦନା]

ବହୁପ୍ରକାରର —Of various sorts.

ତ୍ରି ଗୁଣ ନୋହେ ସେ ଗୃହୀତ ଈଶ୍ୱର—ମାୟା ବହୁମତ ଜଗନ୍ନାଥ. ଭାଗବତ