Jump to content

ବହୁମଳ

ଉଇକିଅଭିଧାନ‌ରୁ

ବହୁମଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବହୁ+ମଳ=ମଇଳା)

[ସମ୍ପାଦନା]

ବିଶେଷ ମଳଯୁକ୍ତ —Having too much dirt.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସୀସକ; ସୀସା —Lead (metal).