Jump to content

ବହୁମାନ

ଉଇକିଅଭିଧାନ‌ରୁ

ବହୁମାନ

ଉଚ୍ଚାରଣ

[ସମ୍ପାଦନା]

(ବହୁମତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ବହୁ+ମାନ)

[ସମ୍ପାଦନା]

ସମ୍ମାନ; ସମାଦର — Great respect; high regard.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଅତି ସମ୍ମାନିତ — Much respected; honowred.