Jump to content

ବହୁମୂତ୍ର

ଉଇକିଅଭିଧାନ‌ରୁ

ବହୁମୂତ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି)

[ସମ୍ପାଦନା]

ମେହରୋଗବିଶେଷ — Diabetes.

[ଦ୍ରଷ୍ଟବ୍ୟ —ଏଥିରେ ରୋଗୀ ପୁନଃ ପୁନଃ ବହୁପରିମାଣରେ ପ୍ରସ୍ରାବ କରେ ଏବଂ ତଦ୍ଦ୍ୱାରା ରୋଗୀର ଜୀବନୀଶକ୍ତି କମିଯାଏ ଏହା ଦୁଇ ପ୍ରକାର—ମୂତ୍ର ସଙ୍ଗେ ଚିନି ଥିଲେ ମଧୁମେହ ଓ ଚିନି ନ ଥିଲେ ମୂତ୍ରମେହ]