Jump to content

ବହୁମୂଲ୍ୟ

ଉଇକିଅଭିଧାନ‌ରୁ

ବହୁମୂଲ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବହୁ+ମୂଲ୍ୟ)

[ସମ୍ପାଦନା]
୧. ବିଶେଷ ମୂଲ୍ୟବାନ୍; ଦାମୀ —୧. Valuable; costly.
୨. ମହାର୍ଘ; ମହର୍ଗ —୨. Dear (in price).

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]
୧. ବହୁତ ଦାମ —୧. High price.
୨. ବହୁତ ଧନ —୨. A large amount of money.