Jump to content

ବହୁମୂଳ

ଉଇକିଅଭିଧାନ‌ରୁ

ବହୁମୂଳ

ଉଚ୍ଚାରଣ

[ସମ୍ପାଦନା]

(ବହୁମୂଳକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବହୁ+ମୂଳ)

[ସମ୍ପାଦନା]

ବହୁ ଚେରବିଶିଷ୍ଟ — Having many roots.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବଟବୃକ୍ଷ —୧. The Banyan tree.
୨. ନାଗବିଶେଷ —୨. Name of a mythological serpent.
୩. ଏକପ୍ରକାର ଘାସ — ୩. A kind of grass.