ବହୁରାଶିକ
ପାଟୀଗଣିତରେ ଦୁଇ ବା ତତୋଧିକ ତ୍ରୈରାଶିକ— ଘଟିତ ଅଙ୍କ —(arithmetic) The double Rule of Three.
ଯହିଁରେ ଅନେକ ରାଶି ଥାଏ — (mathematics) Consisting of many terms.