Jump to content

ବହୁରୂପା

ଉଇକିଅଭିଧାନ‌ରୁ

ବହୁରୂପା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବହୁରୂପ)

[ସମ୍ପାଦନା]
୧. ସରଟ; ଏକ ପ୍ରକାର ଏଣ୍ଡୁଅ —୧. Chameleon.

[ଦ୍ରଷ୍ଟବ୍ୟ —ଏହା ସରୀସୃପ; ଦେହ ୯୧ ଆଙ୍ଗୁଳ ଲମ୍ୱା; ଲାଞ୍ଜ ୧୧୨: ଆଙ୍ଗୁଳ; ଆଖି ବଡ଼ ବଡ଼ ଦେହ ଚେପଟା ଓ ଆବୁମୟ; ପଦ ଦୀର୍ଘ; ମୁଣ୍ଡ ପାଖରେ ଚୁଳ ଥାଏ; ଜିଭ ଗୋଲ ଏବଂ ଜିଭ ଅଗ ମୋଟା; ଏ ହଠାତ୍ ଜିଭ ବାହାର କରି ପକାଏ ବହୁରୂପୀର ଦେହର ରଙ୍ଗ ଦିନ ମଧ୍ୟରେ ଅନେକ ଥର ବଦଳେ ମାଛଙ୍କ ପରି ଏମାନଙ୍କ ପିଠିର ବେଏଁଶିରା ଉପରେ କଣ୍ଟା ଥାଏ]

ଅନୁବାଦ

[ସମ୍ପାଦନା]
୨. ଏକ ପ୍ରକାର ଫୁଲ —୨. Quisakialis Indica.

[[]] ୩ ବହୁରୂପ ]] ୯ (ଦେଖ) - —୩. A masker.