Jump to content

ବହୁଳ

ଉଇକିଅଭିଧାନ‌ରୁ

ବହୁଳ

ଉଚ୍ଚାରଣ

[ସମ୍ପାଦନା]

(ବହୁଳତା(ତ୍ୱ)—ବି)

  • (file)
  • (file)
  • (file)

ସଂସ୍କୃତ - ବିଶେଷଣ - (ବନହ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଉଳ)

[ସମ୍ପାଦନା]
୧. ଅନେକ; ଅଧିକ —୧. Many; much; excessive.
୨. ଘନ —୨. Thick; dense; compact.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ସମାସଦ୍ୱାରା ଯୁକ୍ତ ହୁଏ, ଯଥା—ତରଙ୍ଗବହୁଳ ସାଗର, ହିଂସ୍ରଜନ୍ତୁବହୁଳ ଅରଣ୍ୟ]

୩. ଗପଡ଼ୀ —୩. Garrulous
୪. (ବହୁ+ଲା ଧାତୁ= ଦାନ କରିବା+କର୍ତ୍ତୃ. ଅ) କୃଷ୍ଣବର୍ଣ୍ଣବିଶିଷ୍ଟ —୪. Black; dark.
୫. ବୃତ୍ତିକା ନକ୍ଷତ୍ରରେ ଜନ୍ମ ଗ୍ରହଣ କରିଥିବା— (ବ୍ୟକ୍ତି) —୫. (a person) Born under the Pleidas (Apte).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କୃଷ୍ଣ ପକ୍ଷ —୧. The dark fortnight of the month.
୨. କୃଷ୍ଣବର୍ଣ୍ଣ —୨. Black celear.
୩. ଧଳା ମରିଚ —୩. White pepper.
୪. ଆକାଶ —୪. The sky.
୫. ଅଗ୍ନି —୫. Fire.

ସଂସ୍କୃତ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଅତ୍ୟନ୍ତ —୧. Much.
୨. ସର୍ବଦା — ୨. Frequently; often (Apte).