Jump to content

ବହୁଳଚ୍ଛଦ

ଉଇକିଅଭିଧାନ‌ରୁ

ବହୁଳଚ୍ଛଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବହୁଳ+ଛଦ=ପତ୍ର; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ)

[ସମ୍ପାଦନା]
୧. ବହୁ ପତ୍ରବିଶିଷ୍ଟ; ପତ୍ରବହୁଳ —୧. Having many leaves.
୨. ଘନ ପତ୍ର ସନ୍ନିବିଷ୍ଟ —୨. Densely set with leaves.