Jump to content

ବହୁଳତ୍ୱ

ଉଇକିଅଭିଧାନ‌ରୁ

ବହୁଳତ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ବହୁଳ+ଭାବ. ତ୍ୱ]

[ସମ୍ପାଦନା]
୧. ବାହୁଲ୍ୟ; ଆଧିକ୍ୟ —୧. Excess; multifariousness.
୨. ପ୍ରାଚୁର୍ଯ୍ୟ —୨. Abundance; copiousness.