Jump to content

ବହୁଳୀକରଣ

ଉଇକିଅଭିଧାନ‌ରୁ

ବହୁଳୀକରଣ

ଉଚ୍ଚାରଣ

[ସମ୍ପାଦନା]

(ବହୁଳୀକୃତ—ବିଣ)

ସଂସ୍କୃତ - ବିଶେଷ୍ୟ - (ବହୁଳ+ଅଭୁତ ତଭାବେ. ଚ୍ୱି+କରଣ)

[ସମ୍ପାଦନା]
୧. ବିସ୍ତାରିତ କରଣ —୧. Expanding.
୨. ବୃଦ୍ଧିକରଣ —୨. Multiplying.
୩. ଧାନ୍ୟାଦିର ନିସ୍ତୁଷୀକରଣ; ବେଙ୍ଗଳା ପକାଇ ବା ପଟା ଉପରେ ବାଡ଼େଇ ଧାନ କେଣ୍ଡାରୁ ଶସ୍ୟକୁ ପୃଥକ୍ କରି ଏକତ୍ର କରିବା —୩. The winnowing of grains; the threshing of grains.
୪. ସାଧାରଣରେ ପ୍ରକଟିତ କରିବା —୪. Promulgation; publication.