Jump to content

ବହୁଶତ୍ରୁ

ଉଇକିଅଭିଧାନ‌ରୁ

ବହୁଶତ୍ରୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବହୁ+ଶତ୍ରୁ)

[ସମ୍ପାଦନା]

ଯାହାର ଅନେକ ଶତ୍ରୁ ଅଛନ୍ତି —Having many enemies.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ତଟକ; ଘରଚଟିଆ ପକ୍ଷୀ —Sparrow.