Jump to content

ବହୁଶ୍ରେୟାନ୍

ଉଇକିଅଭିଧାନ‌ରୁ

ବହୁଶ୍ରେୟାନ୍

ଉଚ୍ଚାରଣ

[ସମ୍ପାଦନା]
(ବହୁଶ୍ରେୟସୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ବହୁ+ଶ୍ରେୟସ୍; ବହୁଶ୍ରେୟସ୍ ୧ମା. ୧ବ.)

[ସମ୍ପାଦନା]
୧. ବହୁ ସୁଗୁଣାଶାଳୀ — ୧. Having many good qualities.
୨. ଅତି ଉତ୍ତମ —୨. Excellent.