ବହୁସୂନୀ
ଦେଖଣା
ବହୁସୂନୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ. ଓ ପୁଂ. (ବହୁ+ସୂନ+ଈ); ପୁଂ. (ବହୁ ସୂନ +ଇନ୍; ୧ମା. ୧ବ.)
[ସମ୍ପାଦନା]- ୧. ବହୁ ପୁଷ୍ପବତୀ (ଲତା) ବା ବହୁପୁଷ୍ପଧାରୀ (ବୃକ୍ଷ) —୧. (a creeper or tree) Bearing many flowers.
- ୨. ବହୁବାର ପୁଷ୍ପବତୀ ଲତା ବା ପୁଷ୍ପଧାରୀ ବୃକ୍ଷ — ୨. (a creeper or tree) Bearing flowers several times during the year.
- ୩. (ସ୍ତ୍ରୀ) ବହୁବାର ରଜସ୍ୱଳା ହୋଇଥିବା (ସ୍ତ୍ରୀ) — ୩. (a woman) Who has menstruated many times.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ଭୁଆସୁଣୀ; ଯୁବତୀ କୁଳବଧୁ —A young housewife.
[ଦ୍ରଷ୍ଟବ୍ୟ —ଓଡ଼ିଆ ଭୁଆଶୁଣୀ ଶବ୍ଦ ସଂସ୍କୃତ - 'ବହୁସୂନୀ' (=ବହୁବାର ପୁଷ୍ପବତୀ ହୋଇଥିବା ସ୍ତ୍ରୀ) ଶବ୍ଦର ଅପଭ୍ରଂଶ ଥିବାର ଅନୁମତି ହୁଏ; ପ୍ରୋଫେସର ଆର୍ତ୍ତବଲ୍ଲଭ କହନ୍ତି ସୁବାସିନୀ (=ଅହ୍ୟ ସ୍ତ୍ରୀ) ଶବ୍ଦର ଅପଭ୍ରଂଶ ଭୁଆଶୁଣୀ]