Jump to content

ବହୁସ୍ତ୍ରୀକ

ଉଇକିଅଭିଧାନ‌ରୁ

ବହୁସ୍ତ୍ରୀକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ବହୁ+ସ୍ତ୍ରୀ+କ)

[ସମ୍ପାଦନା]

ବହୁପତ୍ନୀକ; ଯାହାର ବହୁତ ପତ୍ନୀ ଅଛନ୍ତି —Having many wives; polygamous.