Jump to content

ବହୁସ୍ରବା

ଉଇକିଅଭିଧାନ‌ରୁ

ବହୁସ୍ରବା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ବହୁବ୍ରୀହି; ବହୁ+ସ୍ରବ)

[ସମ୍ପାଦନା]

ଯହିଁରୁ ବହୁତ ରସ— ଆଦି କ୍ଷରିତ ହୁଏ —Exuding too much juice.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶଲ୍ଲକୀ ବୃକ୍ଷ; କୁନ୍ଦୁରୁକୁ ଗଛ —The Gum Olibanum tree; Boswellia Thurifera.