Jump to content

ବହୁ ବିବାହ

ଉଇକିଅଭିଧାନ‌ରୁ

ବହୁ ବିବାହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଗୋଟିଏ ପୁରୁଷର ଏକାଧିକ ସ୍ତ୍ରୀଙ୍କୁ ବିବାହ କରିବା ବିଧି —୧. Polygamy.
୨. ଜଣେ ସ୍ତ୍ରୀର ଅନେକ ପୁରୁଷଙ୍କୁ ବିବାହ କରିବା ପ୍ରଥା — ୨. Polyandry.