Jump to content

ବହୂଦକ

ଉଇକିଅଭିଧାନ‌ରୁ

ବହୂଦକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବହୁ+ଉଦକ)

[ସମ୍ପାଦନା]

ପ୍ରଚୁର ଜଳବିଶିଷ୍ଟ — Having abundant water.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଚାରିପ୍ରକାର ସନ୍ମ୍ୟାସୀଙ୍କ ମଧ୍ୟରୁ ଏକ — One of the ୪ classes of Sannyāsīs.

[ଦ୍ରଷ୍ଟବ୍ୟ —ସୁତସଂହିତା ମତରେ ସନ୍ନ୍ୟାସୀ ୪ ଶ୍ରେଣୀରେ ବିଭକ୍ତ;— କୁଟୀଚକ୍ର ବହୂଦକ, ହଂସ ଓ ପରମହଂସ ବହୂଦକଙ୍କର ନିୟମ ଏହି କି ଏମାନେ ଏକ ଘରୁ ଆପଣାର ଭୋଜନାର୍ଥ ଯଥେଷ୍ଟ ଭିକ୍ଷା ଗ୍ରହଣ କରି ସାତ ଘରୁ ଭିକ୍ଷା ଗ୍ରହଣ କରିବେ ଗାଈର ପୁଷ୍ପ— ରୋମରେ ବନ୍ଧା ତ୍ରିଦଣ୍ଡ. ଶିବା, ଜଳପୂର୍ଣ୍ଣ ପାତ୍ର, କୌପୀନ, କମଣ୍ଡୁଳୁ, କନ୍ଥା, ପାଦୁକା, ଛତ୍ର, ରୁଦ୍ରାକ୍ଷମାଳା, ଯୋଗପଟ୍ଟ, ଖନିତ୍ର ଓ କୃପାଣ ଏମାନେ ସଙ୍ଗରେ ନେବେ ବହୂଦକଙ୍କର ଶବକୁ ପାଣିରେ ବୁଡ଼ାଇ ଦିଆଯାଏ—ହିନ୍ଦୀ - ଶ.]