Jump to content

ବହୂପମା

ଉଇକିଅଭିଧାନ‌ରୁ

ବହୂପମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ବହୁ+ଉପମା)

[ସମ୍ପାଦନା]

ଉପମାଳଙ୍କାରବିଶେଷ; ଯେଉଁ ଅଳଙ୍କାରରେ ଗୋଟିଏ ଉପମେୟକୁ ଅନେକ ଉପମାନ ସଙ୍ଗେ ତୁଳନା କରାଯାଏ (ହିନ୍ଦୀ - ଶ.) — A figure of speech in which one thing is compared to many other similar things.