Jump to content

ବହୂପରସନିଆ

ଉଇକିଅଭିଧାନ‌ରୁ

ବହୂପରସନିଆ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ବଧୂ+ପରିବେଶଣ)

[ସମ୍ପାଦନା]

ବୋହୂର ପରିବେଶଣ ବା ପରଶିବା; ଶଶୁରଙ୍କ ଭୋଜନାର୍ଥ ବଧୂଦ୍ୱାରା ଅନ୍ନାଦିର ପରିବେଷଣ —The daughter-in-law's serving food to her father-in-law.