ବହ୍ନି
ଦେଖଣା
ବହ୍ନି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବଦ୍ ଧାତୁ=ବହନ କରିବା+କର୍ତ୍ତୃ. ନି; ଯେ ହୋମ— ଘୃତାଦି ଦେବତାମାନଙ୍କ ନିକଟକୁ ବହନ କରି ନିଏ)
[ସମ୍ପାଦନା]- ୧. ହବ୍ୟବାହ; ଅଗ୍ନି —୧. Fire.
[ଦ୍ରଷ୍ଟବ୍ୟ ୃ—ବୈଦିକ ସାହିତ୍ୟରେ 'ବହ୍ନି' ଶବ୍ଦର ଅର୍ଥ 'ବାହକ' ବା 'ବହନକାରୀ']
- ୨. ଭଲ୍ଲାତକ; ଭାଲିଆ —୨. Marking nut.
- ୩. ଚିତ୍ରକ ବା ଧଳାଚିତା —୩. A poisonous and
corrosive plant; Plumbago plant.
- ୪. (ତନ୍ତ୍ରଶାସ୍ତ୍ର) କେଫ୍ ବା 'ର' ବର୍ଣ୍ଣ —୪. (Tantra) The letter Ra or its mark.
- ୫. (ନାମ) ମିତ୍ରଂବଦାଙ୍କ ଗର୍ଭରୁ ଉତ୍ପନ୍ନ କୃଷ୍ଣଙ୍କ ପୁତ୍ର (ହିନ୍ଦୀ - ଶ.) —୫. Name of a son of Kṛushṇa.
- ୬. (ନାମ) ତୁର୍ବସୁଙ୍କ ପୁତ୍ର — ୬. Name of the son of Turbasu.
- ୭. (ନାମ) କୁକ୍କ ରବଂଶୀ ଏକ ଯାଦବ —୭. Name of a scion of the J̄ādaba dynasty of kings of ancient India.
- ୮. (ନାମ) ରାମଙ୍କ କପିସେନାର ଜଣେ ସେନାପତି (ହିନ୍ଦୀ - ଶ.) —୮. Name of a monkey- general of Rama's army.
- ୯. ତିନି ସଂଖ୍ୟା (ହିନ୍ଦୀ - ଶ.) —୯. The number three.