Jump to content

ବହ୍ନିଗଭ

ଉଇକିଅଭିଧାନ‌ରୁ

ବହ୍ନିଗଭ

ଉଚ୍ଚାରଣ

[ସମ୍ପାଦନା]
(ବହ୍ନିଗର୍ଭା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରାହି; ବହ୍ନି+ଗର୍ଭ)

[ସମ୍ପାଦନା]
୧. ଯାହାର ଗର୍ଭ ବା ଅନ୍ତଃସ୍ଥଳରେ ଅଗ୍ନି ଥାଏ —୧. Having fire inside.
୨. ଯାହାକୁ ଘଷିଲେ ନିଆଁ ବାହାରେ —୨. Producing fire when rubbed.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବାଉଁଶ —୧. Bamboo.
୨. ସମୁଦ୍ର — ୨. The ocean.