ବହ୍ନିଗର୍ଭା
ଶମୀବୃକ୍ଷ; ଶାଇଁଗଛ — Prosopis Spicigera (tree).
[ଦ୍ରଷ୍ଟବ୍ୟ —ପୂର୍ବକାଳରେ ଏହି ଗଛର କାଠ ଦୁଇ ଖଣ୍ଡ ଘଷି ଲୋକେ ନିଆଁ ବାହାର କରୁଥିଲେ]