ବହ୍ନିବୀଜ
ଦେଖଣା
ବହ୍ନିବୀଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସ୍ୱର୍ଣ୍ଣ; ସୁନା —୧. Gold.
[ଦ୍ରଷ୍ଟବ୍ୟ —ବ୍ରହ୍ମବୈବର୍ତ୍ତପୁରାଣରେ ଲେଖାଅଛି ଯେ ଥରେ ଦେବତାମାନଙ୍କ ସବାରେ ନୃତ୍ୟ କରୁଥିବା ରମ୍ଭା ଅପ୍ସରାକୁ ଦେଖି ଅଗ୍ନିଦେବ କାମପୀଡ଼ିତ ହେଲେ ଓ ସେହି ସଭାରେ ତାଙ୍କ ରେତଃ— ପାତ ହେଲା ରମ୍ୱା ଏହା ଦେଖି ଲଜ୍ଜିତା ହୋଇ ଉକ୍ତ ସ୍ଖଳିତ ବୀର୍ଯ୍ୟକୁ ଆପଣା ଲୁଗାରେ ଘୋଡ଼ାଇ ଦେଲା କିଛି ଦିନ ପରେ ତାହା ସୁନା ପାଲଟି ଯାଇ ରମ୍ଭାର ତଳକୁ ଖସି ପଡ଼ିଲା— ହିନ୍ଦୀ - ଶ.]
- ୨. (ତନ୍ତ୍ର) ରଂ ବୀଜ —୨. The particle Raṁ in tantrik rutual.