ବହ୍ନିମନ୍ଥ
ମନ୍ଥନଦ୍ୱାରା ଅଗ୍ନି ଉତ୍ପାଦକ; ଯାହାକୁ ଘଷିଲେ ନିଆଁ ବାହାରେ —Producing fire when rubbed.
(ବହ୍ନିମନ୍ଥନ—ଅନ୍ୟରୂପ)
ଅଗ୍ନିମନ୍ଥ; ଅଗବଥୁ ଗଛ — Premna integrifolia (tree)