ବହ୍ଲା
ଦେଖଣା
ବହ୍ଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବହ୍ଲା
|
(ବଳ୍ହା—ଅନ୍ୟରୂପ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେଉଁ ଲୋକ ଅଚିନ୍ତା ହୋଇ ଖାଇ ପିଇ ହୃଷ୍ଟପୃଷ୍ଟାଙ୍ଗ ହୋଇଥାଏ —୧. One who grows corpulent having no anxiety.
- ୨. ବିଶେଷ ହୃଷ୍ଟପୃଷ୍ଟ ହୋଇ ବଢୁଥିବା (ଲତା, ବୃକ୍ଷାଦି) ୨. Growing up over luxuriantly over-luxuriant; exuberent. (said of plants and creepers on a very rich soil).
[ଦ୍ରଷ୍ଟବ୍ୟ —ଜମିରେ ବିଶେଷ ସାର ଥିଲେ ଗଛଗୁଡ଼ିକ ବହ୍ଲା ହୋଇ ବଢ଼ି ଯାଏ, ମାତ୍ର ଉକ୍ତ ବହ୍ଲା ଗଛରୁ ଉତ୍ପନ୍ନ ଫଳ ସଧାରଣ ଗଛର ଫଳ ଅପେକ୍ଷା କମ୍ ହୁଏ]