Jump to content

ବହ୍ୟ

ଉଇକିଅଭିଧାନ‌ରୁ

ବହ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହ୍ ଧାତୁ+କର୍ମ. ଯ)

[ସମ୍ପାଦନା]

ବହନୀୟ; ବହନଯୋଗ୍ୟ — Fit to be carried or endured.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (+କରଣ. ଯ)—ଯାହାଦ୍ୱାରା ବହନ କରା— ଯାଏ; ଯାନ; ବାହନ —୧. Conveyance.
୨. ଗାଡ଼ି; ଶଗଡ଼ —୨. Cart; carriage.
୩. ରଥ —୩. Car.