ବହ୍ୱର୍ଥ
(ବହ୍ୱର୍ଥକ—ଅନ୍ୟରୂପ)
ନାନାର୍ଥଯୁକ୍ତ; ଯାହାର ନାନା ପ୍ରକାର ଅର୍ଥ ହୋଇପାରେ —Having more than one meaning.