ବହ୍ୱାଡ଼ମ୍ୱର
ମହା ଆଡ଼ମ୍ୱର; ବିଶେଷ ଜାକଜମକ; ଭାରି ଗୋଳମାଳ — Grand preparation; much ado.
ମହା ଆଡ଼ମ୍ୱରପୂର୍ଣ୍ଣ —Full of great ado; grand.