Jump to content

ବହ୍ୱାଶୀ

ଉଇକିଅଭିଧାନ‌ରୁ

ବହ୍ୱାଶୀ

ଉଚ୍ଚାରଣ

[ସମ୍ପାଦନା]
(ବହ୍ୱାଶିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. (ବହୁ+ଅଶ୍ ଧାତୁ=ଖାଇବା କର୍ତ୍ତୃ. ଇନ୍; ବହ୍ୱାଶିନ୍. ୧ମା. ୧ବ.) ===

ବହୁ ଭୋଜନଶୀଳ; ଯେ ଗୁଡ଼ାଏ ଖାଏ —୧. Voracious gluttonous.

୨. (ବହୁ+ଆଶା+ଇନ୍)—ବିଶେଷ ଆଶା ବା ଆକାକ୍ଷାଂଯୁକ୍ତ —୨. Having great aspirations; expecting too much.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଧୃତରାଷ୍ଟ୍ରଙ୍କ ପୁତ୍ରବିଶେଷ —Name of a son of Dhṛutarāshṭra.