Jump to content

ବ଼ଡ଼ବଡ଼ିଆ

ଉଇକିଅଭିଧାନ‌ରୁ

ବ଼ଡ଼ବଡ଼ିଆ

ଉଚ୍ଚାରଣ

[ସମ୍ପାଦନା]

(ବଡ଼ବଡ଼କେ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଆପଣାର ମୃତ ପୂର୍ବପୁରୁଷଗଣ — ୧. One's deceased ancestors
୨. ଶୁଦ୍ରମାନଙ୍କ ହାଣ୍ଡିଶାଳରେ ରଚିତ ପୂର୍ବପୁରୁଷମାନଙ୍କର କଳ୍ପିତ ପ୍ରତିମା —୨. The images of the deceased ancestors made in the kitchen (in the case of the ṡūdras).

ଦେଶଜ - ବିଶେଷଣ -

[ସମ୍ପାଦନା]

ବଡ଼ବଡ଼ିଆ (ଦେଖ) - Baṟḍ̠-baṟḍ̠iā (See)