ବ଼ଢ଼ିମା
ଦେଖଣା
ବ଼ଢ଼ିମା
ଉଚ୍ଚାରଣ
[ସମ୍ପାଦନା]ବଡ଼ିମାପଣ,ବଢ଼ିମାପଣ ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବରିମନ୍ ଶବ୍ଦରୁ ବରିମା)
[ସମ୍ପାଦନା]- ୧. ବଡ଼ପଣ; ଗରିମା —୧. Greatness; excellence.
- ୨. ଗର୍ବ —୨. Pride.
- ୩. ଆତ୍ମଗର୍ବ —୩. Arrogance.
- ୪. ଆତ୍ମ ପ୍ରଶଂସା; ଟେକ —୪. Self- praise.
କେହି କରୁଅଛି ନିଜ ବଂଶର ବଡ଼ମା —ରାଧାନାଥ ମହାଯାତ୍ରା