ବାଆ
ଦେଖଣା
ବାଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ବାତ; ବୟୁ)—ବାୟୁ; ପବନ — ୧. Wind.
ଶୂନ୍ୟ ଗଗନେ ସଜାଡ଼ି ନବାସ, ଉଡ଼ୁଛି ଖାଲି ବାଆରେ ଭିକାରୀ. ଗୀତଲହରୀ
- ୨. ପ୍ରବଳ ବାୟୁ; ବତାସ —୨. Tempest; highwind.
- ୩. (ଲକ୍ଷଣାର୍ଥ) ସାମାନ୍ୟ ମାତ୍ର ସମ୍ପର୍କ ବା ସ୍ପର୍ଶ —୩. Slight connection or touch.
(ଯଥା—ବଡ଼ଲୋକଙ୍କ ଦିହରେ ଗରିବର ବାଆ ବାଜିଲେ ବଡ଼ଲୋକେ ଚମକି ପଡ଼ନ୍ତି)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ—(ଇତର ବ୍ୟବହୃତ)
[ସମ୍ପାଦନା]- ୧. ବାପ; ପିତା — ୧. Father; papa.
- ୨. (ସଂସ୍କୃତ - ବିବାହ) ବାହା; ବିବାହ —୨. Marriage.